Raja Parba (ରଜ)

Raja Parba is a traditional festival in Odisha. Mainly it is celebrating 3 days from June 14 to 16th of every year. According to Odia calendar, this festival is celebrated on the last day of the month of Jyeshta and the first 2 days of Ashadha. This festival is a symbol of production of Earth. After this festival, the farmers start their cultivation. During these 3 days, the ladies in every home, mainly the unmarried girls dressed up with the new dress, they don't work during these days. But, boys also celebrate it with their name. We all enjoy this festival. These three days are the most important festival for our society. We celebrate it with different styles. We love to eat Pitha, Mangoes, Jack-fruits and different types of sweets during this festival. Mangoes and Jack-fruits are the main items of this festival. And finally, all love to eat beetle and make their lips red.

ରଜ ଏକ ପାରମ୍ପାରିକ ଓଡ଼ିଆ ପର୍ବ । ଏହି ପର୍ବଟି ତିନିଦିନ ଧରି ପାଳନ କରାଯାଏ । ପ୍ରାୟ ସବୁ ଓଡ଼ିଆ ଘରେ ରଜ ପାଳନ କରାଯାଇଥାଏ । ରଜରେ ଘରମାନଙ୍କରେ ବିଭିନ୍ନପ୍ରକାରର ପିଠା କରାଯାଇଥାଏ । ରଜରେ ପାନ ଖାଇବା, ଦୋଳି ଝୁଲିବା ସ‌ହ ବିଭିନ୍ନ ପ୍ରକାରର ଖେଳ ହୋଇଥାଏ । ଏବେ ତ ଗାଆଁ ଗାଆଁରେ ରଜ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦୋଳି ଲାଗିବା ସ‌ହ ରାମଦୋଳି ଭଳି ଦୋଳି ଲାଗୁଛି । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ମଧ୍ୟ କରାଯାଉଛି । ଏବେ ଓଡ଼ିଶାରେ ଦୂରଦର୍ଶନର ଅଗ୍ରଗତି ସ‌ହ ରଜ ପାଳନର ବିଧି ମଧ୍ୟ ବଦଳିଲାଣି । ଏବେ ଦୂରଦର୍ଶନରେ ରଜପାଇଁ ବିଭିନ୍ନ ପ୍ରକାରର ଉତ୍ସବ ମଧ୍ୟ ବିଭିନ୍ନ ସ୍ଥାନରେ ପାଳନ ହେଉଛି । ରଜରେ ପ୍ରାୟତଃ ବାହାରେ ରହୁଥିବା ସମସ୍ତେ ଘରକୁ ଆସନ୍ତି, ଘରକୁ ଝିଅ, ଜ୍ୱାଇଁମାନେ ମଧ୍ୟ ଆସନ୍ତୁ । ଏହି ତିନିଦିନ ଘରେ ଧୁମ୍‌ଧାମ୍‌ରେ ରଜ ପାଳନ କରାଯାଏ ।



Post a Comment

0 Comments